ଓଡିଶାରେ ଏଥର ନିଅଣ୍ଟିଆ ବର୍ଷା, ଦେଶରେ ସ୍ୱାଭାବିକଠାରୁ ଅଧିକ

ଭୁବନେଶ୍ୱର : ଚଳିତବର୍ଷ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ । ଦେଶରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ୍ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏସ୍‌) ଏଭଳି ଆକଳନ କରିଛି। ବିଭାଗ ପକ୍ଷରୁ ସୋମବାର ୨୦୨୪ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପାଇଁ ଦୀର୍ଘମିଆଦୀ ଆକଳନ ଜାରି କରାଯାଇଛି । ଏହି ଆକଳନ ଅନୁସାରେ, ଚଳିତବର୍ଷ ଦେଶରେ ସ୍ଵାଭାବିକଠାରୁ ଅଧିକ ଅର୍ଥାତ୍ ୨୦୨୪ ମୌସୁମୀ ଋତୁ(ଜୁନ୍‌ରୁ ସେପ୍ଟେମ୍ବର)ରେ … Continue reading ଓଡିଶାରେ ଏଥର ନିଅଣ୍ଟିଆ ବର୍ଷା, ଦେଶରେ ସ୍ୱାଭାବିକଠାରୁ ଅଧିକ