42.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ବଢ଼ିଲା ସୁନା ଦର

ପୁଣି ବଢ଼ିଲା ସୁନା ଦର

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୭,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୧,୭୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୩୧ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୯,୩୬୦ ଟଙ୍କା ରହିଛି । ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ୪,୦୦୦ ରୁ ଅଧିକ ସୁନା ମହଙ୍ଗା ହୋଇଛି । ଏହି ମାସ ଅର୍ଥାତ୍ ମାର୍ଚ୍ଚରେ ସୁନାର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ମାର୍ଚ୍ଚ ୧ ରେ ସୁନା ୧୦ ଗ୍ରାମ ପିଛା ୬୨,୫୯୨ ଟଙ୍କା ଥିଲା, ଯାହା ମାର୍ଚ୍ଚ ୨୮ ରେ ୧୦ ଗ୍ରାମ ପିଛା ୬୬,୯୭୧ ଟଙ୍କା ହୋଇଯାଇଛି । ଅର୍ଥାତ୍ ଚଳିତ ମାସରେ ଏହାର ମୂଲ୍ୟ ୪,୩୭୯ ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ରୂପା ମଧ୍ୟ ୬୯,୯୭୭ ରୁ କିଲୋଗ୍ରାମ ପ୍ରତି ୭୪,୦୧୧ ଟଙ୍କାକୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking