34.1 C
Bhubaneswar
Saturday, April 27, 2024
Homeଓଡିଶାସୋମବାର ଯାଏଁ ସିଲ ହେଲା ମାର୍କେଟ ବିଲଡିଂ

ସୋମବାର ଯାଏଁ ସିଲ ହେଲା ମାର୍କେଟ ବିଲଡିଂ

ଭୁବନେଶ୍ୱର : ସିଲ ହୋଇଛି ମାର୍କେଟ ବିଲଡିଂ । ୍ରବଳ ଗହଳି ୋଗୁଁ ମାର୍କେଟ ବିଲଡିଂ ସିଲ କଲା ବିଏମସି । ତେବେ କିଛି ଦିନ ହେବ ମାର୍କେଟ ବିଲଡିଂରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଆଗକୁ ରଜ ଆସୁଥିବାରୁ ମାର୍କେଟ ବିଲଡିଂ ରେ ଶହ ଶହ ସଂଖ୍ୟାରେ ଲୋକମାନେ ସକାଳୁ ନେଇ ସଂନ୍ଧ୍ୟା ର୍ପ୍ୟନ୍ତ ଭିଡ ଲଗାଉଛନ୍ତି । ଏହାଦ୍ୱାରା କୋଭିଡ-୧୯ ଗାଇଡଲାଇନର ପାଳନ ହୋଇାରୁନାହିଁ । ତେବେ ଏପରି ଚିନ୍ତାଜନକୁ ଅବସ୍ଥା ୋଗୁଁ ମାର୍କେଟ ବିଲଡିଂକୁ ସିଲ କର।।ଇଛି ।

ଶନିବାର ରବିବାର ସଟଡାଉନ ୋଗୁଁ ମାର୍କେଟ ବିଲଡିଂରେ ଅହେତୁକ ଭିଡ ଦେଖିବାକୁ ମିଳିଛି । ଯାହାଫଳରେ ଏହାକୁ ୪୮ ଘଣ୍ଟା ପାଇଁ ସିଲ କର।।ଇଛି । ଦିନକୁ ଦିନ ଭୁବନେଶ୍ୱରରେ ଅବସ୍ଥା ଅଣାୟାତ ହେବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଗୁରୁବାର ଓ ଶୁକ୍ରବାର ମାର୍କେଟ ବିଲଡିଂକୁ ସିଲ କର।।ଇଛି । ଏହାସହ ଶୁକ୍ରବାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking