24.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗସ୍କୁଲ ଫି ଛାଡ ଆବେଦନରେ ହାତ ଟେକିଲେ ସରକାର

ସ୍କୁଲ ଫି ଛାଡ ଆବେଦନରେ ହାତ ଟେକିଲେ ସରକାର

ଭୁବନେଶ୍ୱର: ହାଇକୋର୍ଟରେ ସ୍କୁଲ ଫି ଛାଡ ଆବେଦନ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସ୍କୁଲ ଫି ଉପରେ କୌଣସି କର୍ତ୍ତୃତ୍ୱ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ରାଜ୍ୟ ସରକାର । ଘରୋଇ ସ୍କୁଲ ଫି ନିୟନ୍ତ୍ରଣ ପାଇଁ ଆମର ପଲିସି ନାହିଁ ବୋଲି କହିଛନ୍ତି ସରକାର । ପଂଜାବ, ହରିୟାଣା ଭଳି ପଲିସି କାହିଁକି ହେଉନି ପଚାରିଲେ ହାଇକୋର୍ଟ । ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ଏନେଇ ଅଭିଭାବକ ସଂଘର ଓକିଲ ବିଭୂତି ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking