32.1 C
Bhubaneswar
Thursday, May 2, 2024
Homeଓଡିଶାଲାଞ୍ଚ ନେଇ ଧରାପଡିଲା କିରାଣୀ

ଲାଞ୍ଚ ନେଇ ଧରାପଡିଲା କିରାଣୀ

ଭୁବନେଶ୍ୱର: ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ କିରାଣୀ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବିଇଓ ଅଫିସର କନିଷ୍ଠ କିରାଣି ମାନଓ ଧଳ । ଶିକ୍ଷକଙ୍କ ବକେୟା ଦରମା ଉଠାଣ ପାଇଁ ଲାଞ୍ଚ ନେଉଥିଲେ । ଧରାପଡିଲା ପରେ ଆୟ ବହିଭୂର୍ତ୍ତ ସମ୍ପତ୍ତି ଲିଙ୍କରେ ୨ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ।

୨ ଚିଟ୍‌ଫଣ୍ଡ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking