33.1 C
Bhubaneswar
Friday, May 17, 2024
Homeଓଡିଶାକମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି: ସୁର

କମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି: ସୁର

ଭୁବନେଶ୍ୱର: ନବଗଠିତ ପିସିସିକୁ ନେଇ ଅସନ୍ତୋଷ ଝାଡିଲେ ସୁର ରାଉତରାୟ । କମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି ଯାହାକୁ ନେଇ ମୁଁ ବହୁତ ଅସନ୍ତୁଷ୍ଟ । ମୋ ଅସନ୍ତୋଷ ବିଷୟରେ ମୁଁ ସଭାପତିଙ୍କୁ ଅବଗତ କରିଛି । ବାଦ୍ ପଡିଥିବା କିଛି ନାଁକୁ କମିଟିରେ ସାମିଲ୍ କରିବାକୁ କହିଛି । ଅସନ୍ତୁଷ୍ଟ ଥିଲେ ସଭାପତିଙ୍କୁ ଜଣାଇବାକୁ କହିଛନ୍ତି ସୁର ରାଉତରାୟ । ଦଳ ବିରୋଧୀ ହୋଇ ନିର୍ବାଚନ ବର୍ଷରେ ଦଳରେ କ୍ଷତି ନ କରନ୍ତୁ ବୋଲି ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ସୁର ।

ଲାଞ୍ଚ ନେଇ ଧରାପଡିଲା କିରାଣୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking