26.7 C
Bhubaneswar
Friday, April 19, 2024
Homeଓଡିଶା୨ ଚିଟ୍‌ଫଣ୍ଡ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡ

୨ ଚିଟ୍‌ଫଣ୍ଡ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡ

ବାଲେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ । ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୧ ଲକ୍ଷ ୫୧ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମିରାକିଲ୍ ୱଣ୍ଡର ନାମକ ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଦଣ୍ଡ । ମମତା ଦେ, ଲକ୍ଷ୍ମୀକାନ୍ତ ମହାରାଣାଙ୍କୁ ଦଣ୍ଡାଦେଶ ଦେଲେ ଓପିଆଇଡି କୋର୍ଟ । ୨୦୧୫ରେ ସଂସ୍ଥା ନାଁରେ ୯ ଲକ୍ଷର ଠକେଇ ଅଭିଯୋଗ ହୋଇଥିଲା ।

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking