୨ ଚିଟ୍‌ଫଣ୍ଡ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡ

ବାଲେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ । ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୧ ଲକ୍ଷ ୫୧ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମିରାକିଲ୍ ୱଣ୍ଡର ନାମକ ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଦଣ୍ଡ । ମମତା ଦେ, ଲକ୍ଷ୍ମୀକାନ୍ତ ମହାରାଣାଙ୍କୁ ଦଣ୍ଡାଦେଶ ଦେଲେ ଓପିଆଇଡି କୋର୍ଟ । ୨୦୧୫ରେ ସଂସ୍ଥା ନାଁରେ ୯ ଲକ୍ଷର ଠକେଇ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଜାଲରେ ଯନ୍ତ୍ରୀ