34.1 C
Bhubaneswar
Wednesday, May 1, 2024
Homeଓଡିଶାପଶ୍ଚିମ ଓଡିଶାରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ!

ପଶ୍ଚିମ ଓଡିଶାରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜି ବିଧାନସଭା ଆସନରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ । କଣ୍ଟାବାଞ୍ଜିରୁ ଲଢିବା ନେଇ ପଣ୍ଟିମ ଓଡିଶାରେ ଚର୍ଚ୍ଚା ଜୋର । ଏପରର୍ଯ୍ୟନ୍ତ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି । ସମ୍ବଲପୁର ଓ ରେଢାଖୋଲ ବିଜେଡି ପ୍ରାର୍ଥୀ ଅଦଳବଦଳ ହେବା ସମ୍ଭାବନା । ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବା ସୂଚନା ।

ବିଜେପିର ୧୨ତମ ତାଲିକା ଜାରି; ୪ ରାଜ୍ୟ ପାଇଁ ୭ଜଣିଆ ପ୍ରାର୍ଥୀ ତାଲିକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking