ବିଜେପିର ୧୨ତମ ତାଲିକା ଜାରି; ୪ ରାଜ୍ୟ ପାଇଁ ୭ଜଣିଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ପକ୍ଷରୁ ୧୨ତମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ୭ଟି ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିଜେପି ପଞ୍ଜାବ ପାଇଁ ସର୍ବାଧିକ ୩ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଛତ୍ରପତି ଉଦୟନରାଜେ ଭୋସଲେଙ୍କୁ ବିଜେପି ମହାରାଷ୍ଟ୍ରର ସତାରା ଆସନରୁ ଟିକେଟ ଦେଇଛି । ପ୍ରକାଶ, ଛତ୍ରପତି ଶିବାଜୀ ମହାରାଜଙ୍କ ୧୩ତମ ପୀଢ଼ି ଭାବେ … Continue reading ବିଜେପିର ୧୨ତମ ତାଲିକା ଜାରି; ୪ ରାଜ୍ୟ ପାଇଁ ୭ଜଣିଆ ପ୍ରାର୍ଥୀ ତାଲିକା