33.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରେମ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ପ୍ରେମ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରୁ ଏକ ଭଡା ଘରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଉଭୟ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ କଳହ ସୃଷ୍ଟି ହୋଇଥିଲା। ତେବେ ଫୋନ୍ ନ ଉଠାଇବାରୁ ଘର ସାମ୍ନାରେ ଆସି ହଙ୍ଗାମା କରିଥିଲେ ପୁରୁଷ ବନ୍ଧୁ। ହେଲେ ବହୁ ସମୟ ପରେ ଜଣାପଡ଼ିଥିଲା ଯେ, ଯୁବତୀ ଜଣକ ଆଉ ନାହାନ୍ତି। ସମ୍ପୃକ୍ତ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମ ବ୍ୟାପାରାକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ପୁଲିସ ପୁରୁଷ ବନ୍ଧୁକୁ ଅଟକ ରଖିଛି ବୋଲି ସୂଚନା ମିଳିଛ ।
https://onakhabar.com/2020/01/03/tuition-teacher-knif-attack-on-girl-student/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking