38.1 C
Bhubaneswar
Friday, April 26, 2024
Homeଓଡିଶାବିଷକ୍ରିୟାରୁ ଛାତ୍ରୀ ଙ୍କ ମୃତ୍ୟୁ

ବିଷକ୍ରିୟାରୁ ଛାତ୍ରୀ ଙ୍କ ମୃତ୍ୟୁ

ବ୍ରହ୍ମପୁର :  ବିଷକ୍ରିୟା ଯୋଗୁଁ ଗୁରୁତର ନବମଶ୍ରେଣୀ ଛାତ୍ରୀ ଙ୍କ ମୃତ୍ୟୁ । ଦିଗପହଣ୍ଡି ବ୍ଲକ ଏକ ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ । ସ୍କୁଲରୁ ଫେରିବା ପରେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ ଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking