33.1 C
Bhubaneswar
Sunday, June 26, 2022
Homeଓଡିଶାଏଥର ଲେଖାରେ ବର୍ଷିଲେ ଅନୁଭବ

ଏଥର ଲେଖାରେ ବର୍ଷିଲେ ଅନୁଭବ

କଟକ: ୩ ଟି ଭିଡିଓ ରିଲିଜ ପରେ ଏଥର ଲେଖାରେ ଟାର୍ଗେଟ କଲେ ଅନୁଭବ । ଫ୍ୟାନ ପେଜ୍ ନାଁ ରେ ନିଜେ ବର୍ଷା ଲେଖୁଥିବା ଅନୁଭବଙ୍କ ଆରୋପ । ମ୍ୟାଡାମ ବର୍ଷା, ମୁଁ ଜାଣିଛି ଫ୍ୟାନ ପେଜ ରେ ଆପଣ ହିଁ ଲେଖୁଛନ୍ତି । ନିଜେ ଚୁପ ବାହାନାରେ ଫ୍ୟାନ ପେଜ୍ ନାଁରେ କୁତ୍ସାରଟନା ଚଳାଇଛନ୍ତି । କାହିଁକି ମେଡିକାଲ ଟେଷ୍ଟ, ପଲିଗ୍ରାଫ ଟେଷ୍ଟ, ଫୋରେନ୍ସିକ ଟେଷ୍ଟ କୁ ଡରୁଛନ୍ତି । ଏବେ ମୁଁ ଆପଣଙ୍କ ମୁଖା ଖୋଲିବାକୁ ଅଣ୍ଟା ଭିଡିବାରୁ ଆପଣ ଡରିଯାଇଛନ୍ତି । ଲୋକ ସତକଥା ଜାଣିଦେବା ଭୟରେ ଆପଣ ମୋ ନାଁ ରେ ଅଭିଯୋଗ କରୁଛନ୍ତି । କେବଳ ସେ ଏକା ନୁହଁନ୍ତି । ତାଙ୍କର ଏକ ଫୁଲ ଟିମ ଏଠି ସକ୍ରିୟ ଅଛନ୍ତି । ନୀରିହ ଲୋକ ତଥା ସେମାନଙ୍କ ପରିବାରକୁ ହଇରାଣ ହରକତ କରୁଛନ୍ତି । ସେମାନେ କୋର୍ଟକୁ ସେମାନଙ୍କ ଘର ଓ ଥାନାକୁ ମାମୁଘର ଭାବୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking