33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ପରେ ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ୍

ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ପରେ ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ୍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କ୍ୟାରିଅରରେ ଏକ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି । ସୋରଭ ଗାଙ୍ଗୁଲି ନିଜେ ଟୁଇଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଗାଙ୍ଗୁଲି ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ ତାଙ୍କ କ୍ୟାରିୟରରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ବାୟୋପିକ୍ ଲୁଭ୍ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହେବ ।

ବିସିସିଆଇ ସଭାପତି ସୌରଭ  ଗାଙ୍ଗୁଲି ଟ୍ୱିଟ୍ କରି କହିଛନ୍ତି, କ୍ରିକେଟ୍ ମୋର ଜୀବନ । ଏହା ମୋତେ ଆତ୍ମବିଶ୍ୱାସ ଦେଇଛି  ଏବଂ କ୍ଷମତା ପ୍ରଦାନ କରିଛି ।  ଯେଉଁଥିପାଇଁ ମୁଁ ମୋ ମୁଣ୍ଡକୁ ଉଚ୍ଚ କରି ଆଗକୁ ବଢ଼ିପାରିବି  ।  ଏକ ଯାତ୍ରା ଯାହା ସ୍ମରଣ କରାଯାଇପାରେ । ଖୁସି ଯେ ଲୁଭ ଫିଲ୍ମସ ମୋ ଯାତ୍ରାରେ ବାୟୋପିକ ତିଆରି କରିବ ଏବଂ ଏହାକୁ ବଡ ପରଦାରେ ଆଣିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking