25.1 C
Bhubaneswar
Sunday, February 16, 2025
Homeଦେଶ ବିଦେଶରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ସୋନିଆ – ସମ୍ବିତ

ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ସୋନିଆ – ସମ୍ବିତ

ନୂଆଦିଲ୍ଲୀ: ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି । ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ରଖିଥିଲେ ।  ହେଲେ ସଂସଦରେ ରାଷ୍ଟ୍ରପତିଙ୍କୁ ପୋର ଲେଡି କହିଲେ ସୋନିଆ ।  ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧି  ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ  ପୋର ଲେଡି କହି  ମନ୍ତବ୍ୟ ଦେଲେ ସୋନିଆ ଗାନ୍ଧି । ସୋନିଆଙ୍କ ବିବାଦୀୟ  ମନ୍ତବ୍ୟ ପରେ ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ କହିଲେ ସମ୍ବିତ ।  ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ , ସେ କଦାପି ବିଚରା ନୁହଁନ୍ତି । ସେ ସଶକ୍ତ , ସେ ଥକି ନାହାଁନ୍ତି କି ନଇଁ ନାହାନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking