39.1 C
Bhubaneswar
Friday, April 26, 2024
Homeଓଡିଶାହଜାର ହଜାର କି.ମି ଯାତ୍ରା କରି ଜଗନ୍ନାଥଙ୍କ ଦର୍ଶନ ପାଇଁ କୃପାଲ୍ ସିଂହ ଯାଦବ

ହଜାର ହଜାର କି.ମି ଯାତ୍ରା କରି ଜଗନ୍ନାଥଙ୍କ ଦର୍ଶନ ପାଇଁ କୃପାଲ୍ ସିଂହ ଯାଦବ

ସୁବର୍ଣ୍ଣପୁର : ହେ ବଳିଆର ଭୁଜ ତୋର ସେ ହସ ହସ ବଦନେ ଟିକେ ପଲକ ପାଇଗଲେ ମୋର ଏ ହଜାର ହଜାର କିଲୋମିଟର ଯାତ୍ରା ସଫଳ ହୋଇଯିବ …… ସେତ ଭକତ ଭାବରେ ବନ୍ଧା , କେବେ ଦାସିଆ ଠାରୁ ନଡ଼ିଆ ନେଇ ଯାଇ ତ୍ ପୁଣି କେତେବେଳେ ସୁଦାମା ର ଖୁଦ ଭଜା ଖାଇ ଖୁସି ହୋଇ ଯାଏ , ଆଜି ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକ ଛକ ରେ ଚାଲି ଚାଲି ଜଗନ୍ନାଥଙ୍କ ଲୀଳା କ୍ଷେତ୍ର ପୁରୀକୁ ଯାଉଥିଲେ ତାହା ପୁଣି ମଧ୍ୟପ୍ରଦେଶ ରୁ ପୁରୀ , ଯାତ୍ରା ପୁଣି ନିଜର ବେଗ ଧରି ଯାହାର ଓଜନ 20KG ରୁ ଉର୍ଦ୍ଧ୍ୱ ହେବ । ନିରନ୍ତର ଭାବେ ଜୁଲାଇ 5ରୁ ବାହାରି ଖାଲି ଚାଲି ବସିଛନ୍ତି ,ଏ ରାସ୍ତା କେବେ ସରିବ ତାହା ଶ୍ରୀ ଜଗନ୍ନାଥଙ୍କୁ ଜଣା ବୋଲି କୃପାଳ ସିଂ ଯାଦବ କହିଛନ୍ତି । ଜଗନ୍ନାଥଙ୍କୁ ସେ ଆଗରୁ ବହୁଥର୍ ଦେଖିଛନ୍ତି ମାତ୍ର ତାଙ୍କ ମନରେ କେବେ ଭଗବାନ ଙ୍କୁ ଚାଲି ଚାଲି ଦେଖିଯିବି ବୋଲି କେବେ ଥରେ ମନସ୍ଥ କରିଥିଲେ ଓ ସେ ଦିନରେ ଚାଲି ଚାଲି ସେ ଜଗନ୍ନାଥ ଦର୍ଶନ ରେ ବାହାରି ଚନ୍ତି । ପ୍ରଥମେ ମଧ୍ୟ ପ୍ରଦେଶ , ଚତିଶ୍ ଗଡ ଓ ଏବେ ସୁବର୍ଣ୍ଣପୁର ଦେଇ ପୁରୀ ଅଭିମୁଖେ ଏକ ଅବିସ୍ମରଣୀୟ ଓ ଦୁର୍ଗମ ଯାତ୍ରା ….. ହେ ଦାରୁ ବ୍ରହ୍ମ ଏ ଦୁର୍ଲଭ ଭକ୍ତକୁ ଦରଶନ ଦିଅ ପ୍ରଭୁ …..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking