31.1 C
Bhubaneswar
Friday, May 10, 2024
Homeଓଡିଶାପୁଅକୁ ହତ୍ୟା କରାଯାଇଛି

ପୁଅକୁ ହତ୍ୟା କରାଯାଇଛି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟଣାରେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ନିର୍ଭୟ ଗୁମର କଥା ଜରିଆରେ ଭିଡିଓ ରିଲିଜ କରି ମନକଥା ଜଣାଇଛନ୍ତି । ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ହତ୍ୟା କରିଥିବା କହିଲେ । ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ହତ୍ୟା କରିଛନ୍ତି । ହତ୍ୟାକାରୀଙ୍କୁ ଶୀଘ୍ର ସାମ୍ନାକୁ ଆଣିବେ ବୋଲି କମିଶନର କହିଛନ୍ତି । ସେ କହିଛନ୍ତି, ପୋଲିସ ଉପରେ ମୋର ଯଥେଷ୍ଟ ଭରସା ଅଛି, ଆଇନକୁ ସମ୍ମାନ ଦିଏ । ଆଶା କରୁଛି ହତ୍ୟାକାରୀଙ୍କୁ ପୋଲିସ ସାମ୍ନାକୁ ଆଣିବ । ରବିବାର ଭୋର ୪ଟା ୧୧ରେ ତାର ଶେଷ ଫୋନ ପାଇଥିଲି । ତାକୁ ମାରଧର କରୁଥିବା ସେ କହୁଥିଲା । ତେବେ ଗତକାଲି ମନୀଷଙ୍କ ମୃତଦେହ ପାତ୍ରପଡାର ଏକ ପୋଖରୀରୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking