39.1 C
Bhubaneswar
Friday, April 26, 2024
Homeଓଡିଶାବାହାରେ ନାଗ ଓ ନାଗୁଣୀଙ୍କ ଖେଳ

ବାହାରେ ନାଗ ଓ ନାଗୁଣୀଙ୍କ ଖେଳ

ଯାଜପୁର : କରୋନା ଭାଇରସ ଦେଶ କୁ ଲକ ଡାଉନ କରି ଦେଇଥିବା ବେଳେ ଦିଲ୍ଲୀ ଠୁ ନେଇ ପଲ୍ଲୀ ପର୍ଯ୍ୟନ୍ତ ଜନଶୂନ୍ୟ ହୋଇ ଯାଇଛି । କିନ୍ତୁ ଜୀବଜନ୍ତୁ ମାନେ ମଣିଷ ମାନଙ୍କ ଦାଉ ରୁ ରକ୍ଷା ପାଇଁ ନିର୍ଭୟ ରେ ବୁଲିବାର ଦେଖିବାକୁ ମିଳୁଛି । ଜୀବଜନ୍ତୁ ମାନେ ନିଜ ବାସ ସ୍ଥାନ ପରିତ୍ୟାଗ କରି ସହର ମୁହଁରେ ହଉଛନ୍ତି । ଖାଦ୍ୟ ଅନେସ୍ବନ ହେଉ କିମ୍ବା ରହିବା ପାଇଁ ହେଇ ସେମାନେ ବାହାରକୁ ବାହାରି ଆସୁଥିବା ଦେଖିବାକୁ ମିଳୁଛି । ଠିକ ଏଭଳି ଏକ ଦୃଶ୍ୟ ଯାଜପୁର ଜିଲ୍ଲା ରେ ଦେଖିବାକୁ ମିଳିଛି । ଗତ କାଲି କୋରାଇ ବ୍ଲକ ଅନ୍ତର୍ଗତ ହାଲଡିଗଡିଆ ଗ୍ରାମରେ ମହମ୍ମଦ ସାହିଦ ଙ୍କ ବାଡ଼ିରେ ନାଗ ନାଗୁଣୀ ଖେଳିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ କିଛି ସମୟ ପରେ ସାପ ଦୁଇ ଟି ଜଙ୍ଗଲ ଆଡ଼େ ପଳାଇ ଥିଲେ ।
https://onakhabar.com/2020/04/01/helping-poor-people-providing-food-packet/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking