39.1 C
Bhubaneswar
Wednesday, April 24, 2024
Homeଓଡିଶାଅସହଯୋଗ ପାଇଁ ବଦଳିଲେ ସିଡିଏମଓ

ଅସହଯୋଗ ପାଇଁ ବଦଳିଲେ ସିଡିଏମଓ

ଯାଜପୁର;କରୋନା ମୁକାବିଲାରେ ଅସହଯୋଗ ପାଇଁ ବଦଳିଲେ ସିଡିଏମଓ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅରୁଣ ପାତ୍ର ଙ୍କ ବଦଳି । ତାଙ୍କ ସ୍ଥାନ ରେ ଡଃ ସୁଧାଂଶୁ ଶେଖର ବଳଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।  ଜିଲ୍ଲାରେ କରୋନା ମୁକାବିଲା ପରିଚାଳନାରେ ତପ୍ତରତା ନଦେଖାଇବା ଓ ଜିଲ୍ଲା ପ୍ରସାସନକୁ ସହଯୋଗ ନକରିବା କାରଣରୁ ରାଜ୍ୟ ସରକାର ବଦଳି କରିଥିବା ଯାଜପୁର ଜିଲ୍ଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି ।
https://onakhabar.com/2020/04/01/delhi-govt-declared-1-crore-for-health-service-personal/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking