39.1 C
Bhubaneswar
Friday, April 26, 2024
Homeଓଡିଶାଘରକୁ ଫେରିଲେ ଶିବାଶିଷ

ଘରକୁ ଫେରିଲେ ଶିବାଶିଷ

ଗଞ୍ଜାମ : ଘରକୁ ଫେରିଲେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ । କରୋନା ଆକ୍ରାନ୍ତ ଥିବା ଜାପାନର ଡାଇମଣ୍ଡ ପ୍ରିନ୍ସେସ୍ ଜାହାଜରେ ଫସି ରହିଥିଲେ ଇଞ୍ଜିନିୟର ଶିବାଶିଷ ନାୟକ । ଭାରତ ସରକାରଙ୍କ ଉଦ୍ୟମରେ ସାଥିଙ୍କ ସହ ଦିଲ୍ଲୀ ଫେରିଥିଲେ । ୨ ସପ୍ତାହ ଧରି ଦିଲ୍ଲୀରେ କ୍ୱାରେଂଟାଇନ ଶେଷ ହେବା ପରେ ଘରକୁ ଫେରିଥିଲେ ଶିବାଶିଷ । ଆଶା ଓ ଆଶଙ୍କା ଭିତରେ ଥିବା ପରିବାର ଲୋକଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି ।
https://onakhabar.com/2020/03/14/karona-rumor-arrested-for-lying/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking