33.1 C
Bhubaneswar
Thursday, May 23, 2024
Homeଓଡିଶାଓଡିଶା ପାଇଁ ଲଜ୍ଜାକର : ମନମୋହନ

ଓଡିଶା ପାଇଁ ଲଜ୍ଜାକର : ମନମୋହନ

ଭୁବନେଶ୍ୱର : ଓଡିଶରେ ଗଦା ଗଦା ଟଙ୍କା ଠାବକୁ ନେଇ ବର୍ଷିଲା ବିଜେପି । ପ୍ରେସମିଟ କରି ରଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି । ଓଡିଶା ପାଇଁ ଲଜ୍ଜାକର ଓ ଦୁର୍ଭାଗ୍ୟଜନକ କହିଲେ ମନମୋହନ ସାମଲ । ସାରା ଦେଶରେ ଥରକେ ଏତେ କଳା ଟଙ୍କା ଜବତ ପ୍ରଥମ ଘଟଣା । ମୁଖ୍ୟମନ୍ତ୍ରୀଙ୍କର ସତ୍‌ସାହସ ଥିଲେ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ । ପ୍ରଧାନମନ୍ତ୍ରୀ କଡା ଗଣ୍ଡାରେ ଆଦାୟ ହେବ କହିସାରିଛନ୍ତି । ନବୀନ ବାବୁ ଏବେ ନିରବଦ୍ରଷ୍ଟା କାହିଁକି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ମାତ୍ର ନବୀନ ବାବୁ ଚୁପ କାହିଁକି । କେନ୍ଦ୍ର ସରକାର ଜାଣି ପାରୁଛନ୍ତି, ରାଜ୍ୟ ସରକାର ଜାଣି ନାହାନ୍ତି କେମିତି । ରାଜ୍ୟ ସରକାରଙ୍କ ଏକାଧିକ ଗୁଇନ୍ଦା ସଂସ୍ଥା ଜାଣିପାରିଲେନି କିପରି । ଧୀରଜ ସାହୁ ରାଜ୍ୟସଭା ସାଂସଦ, ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହେଯାଗୀ । ସେ ଝାଡଖଣ୍ଡର ହୋଇଥିଲେ ବି ଓଡିଶା ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ । ଅଣଓଡିଆ ଲୋକ ଓଡିଶାକୁ ସର୍ବସ୍ୱାନ୍ତ କରିସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking