28.1 C
Bhubaneswar
Wednesday, November 25, 2026
Homeଓଡିଶାକାଲି ଗୃହରେ ଆତ୍ମାହୁତି: ଚେତାବନୀ ଦେଲେ ତାରା

କାଲି ଗୃହରେ ଆତ୍ମାହୁତି: ଚେତାବନୀ ଦେଲେ ତାରା

ଭୁବନେଶ୍ୱର: ବିଧାନସଭାରେ ଆତ୍ମାହୁତି ନେଇ ତାରା ବାହିନୀପତିଙ୍କ ଚରମବାଣୀ । କୋଟିଆ ପ୍ରସଙ୍ଗରେ ଆଲୋଚନା ଦାବି କରି ଏପରି ଚରମ ବାଣୀ ଶୁଣାଇଲେ । ଆସନ୍ତାକାଲି ଗୃହ ଆରମ୍ଭରୁ ଆଲୋଚନା ନହେଲେ ମୁଁ ଆତ୍ମାହୁତି ଦେବି । କୋଟିଆର ୫୪ ଜଣ ଆନ୍ଧ୍ର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରି ସାରିଲେଣି । ମୁଁ ବିଧାନସଭା ଆରମ୍ଭରୁ କହି ଆସୁଛି କୋଟିଆକୁ ନେଇ ସ୍ୱତନ୍ତ୍ର ଆଲୋଚନା ହେଉ । ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ , ଗୃହରେ ଆଲୋଚନା ହେଉନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking