38.1 C
Bhubaneswar
Friday, April 26, 2024
Homeଓଡିଶାକାଳିଜାଈ ପୀଠ ପାଇଁ ଦରକାର ସୁରକ୍ଷା ବ୍ୟବସ୍ଥା; ପୁରୀ ଏସପିଙ୍କୁ ଚିଠି

କାଳିଜାଈ ପୀଠ ପାଇଁ ଦରକାର ସୁରକ୍ଷା ବ୍ୟବସ୍ଥା; ପୁରୀ ଏସପିଙ୍କୁ ଚିଠି

ପୁରୀ: ନୂଆବର୍ଷ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବଢୁଛି ଭିଡ । ସେହିପରି ଓଡିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର କାଳିଜାଈରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜୋର ଧରିଛି । ତେଣୁ ଏଠାରେ ଭିଡ ନିୟନ୍ତ୍ରଣ କରିବା ପାଇଁ ପୁରୀ ଏସପିଙ୍କୁ ଚିଠି ଲେଖିଛନ୍ତି କୃଷ୍ଣପ୍ରସାଦ ଆଇଆଇସି । ଡିସେମ୍ବର ୩୧ ଏବଂ ଜାନୁୟାରୀ ୧ ତାରିଖରେ ଭିଡ ନିୟନ୍ତ୍ରଣ କରିବାକୁ ସହଯୋଗ କରିବା ପାଇଁ ସେ ପୁରୀ ଏସପିଙ୍କୁ ଅନୁରୋଧ କରିଛନ୍ତି । ଏହି ଦିନରେ ପାଖାପାଖି ୫୦ ହଜାର ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ଥିବା ଦର୍ଶାଇଛନ୍ତି ଆଇଆଇସି । ବାଲୁଗାଁ ସିଡିଏ ଏବଂ ଚିଲିକାର ଡିଏଫଓଙ୍କ ସହଯୋଗ ପାଇଁ ମଧ୍ୟ ସେ କାମନା କରିଛନ୍ତି ।

ବେଷ୍ଟ ଟେଷ୍ଟ ଟିମ ଅଫ ଦ ଇୟର-୨୦୨୨ ଘୋଷଣା କଲା ବିସିସିଆଇ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking