ବେଷ୍ଟ ଟିମ ଅଫ ଦ ଇୟର-୨୦୨୨ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଚଳିତବର୍ଷ ୭ଟି ମ୍ୟାଚ ଖେଳିଥିବା ବେଳେ ୪ଟି ମ୍ୟାଚରେ ବିଜୟ ହାସଲ କରିଛି ଏବଂ ୩ଟି ମ୍ୟାଚ ହାତଛଡା କରିଛି । ତେବେ ଏହି ମ୍ୟାଚଗୁଡିକରେ ଅନେକ ଖେଳାଳି ଦଳରେ ସୁଯୋଗ ପାଇଛନ୍ତି । କିଛି ଖେଳାଳି ଦମଦାର ପ୍ରଦର୍ଶନ କରିଥିବା ବେଳେ କିଛି ଫ୍ଲପ ହୋଇଛନ୍ତି । ତେବେ ବିସିସିଆଇ ବର୍ଷର ଶେଷ ଦିନରେ ଏହାର ଏକ ଲିଷ୍ଟ ଜାରି କରିଛି । ୨୦୨୨ ମସିହାରେ ଟେଷ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା … Continue reading ବେଷ୍ଟ ଟିମ ଅଫ ଦ ଇୟର-୨୦୨୨ ଘୋଷଣା କଲା ବିସିସିଆଇ