40.2 C
Bhubaneswar
Monday, April 20, 2026
Homeଓଡିଶାଜଗତସିଂହପୁରରେ ସାଢେ ୬ରୁ ୯ଟା ଯାଏଁ ସ୍କୁଲ

ଜଗତସିଂହପୁରରେ ସାଢେ ୬ରୁ ୯ଟା ଯାଏଁ ସ୍କୁଲ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସାଢେ ୬ରୁ ୯ଟା ଯାଏଁ ଚାଲିବ ସ୍କୁଲ । ପ୍ରଚଣ୍ଡ ତାତି ପାଇଁ ନିର୍ଦ୍ଦେଶମାନା ଜାରି କଲେ ଜିଲ୍ଲାପାଳ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ନିର୍ଦ୍ଦେଶନାମା ହୋଇଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀମାନେ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ପରିସ୍ଥିତିକୁ ଦେଖିଲା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking