28.1 C
Bhubaneswar
Thursday, May 2, 2024
Homeଓଡିଶାଦେବାଶିଷଙ୍କୁ ତୋପସଲାମି

ଦେବାଶିଷଙ୍କୁ ତୋପସଲାମି

ଭୁବନେଶ୍ୱର: ଗାଁ ଶ୍ମଶାନରେ ଚାଲିଛି ସହିଦ ଦେବାଶିଷଙ୍କ ଶେଷକୃତ୍ୟ । ସତ୍ୟବାଦୀର ଖଣ୍ଡାୟତ ସାହି ଶ୍ମଶାନରେ ଚାଲିଛି ସହିଦ ଦେବାଶିଷଙ୍କ ଶେଷକୃତ୍ୟ । ସେନାବାହାନୀ ପକ୍ଷରୁ ସହିଦଙ୍କୁ ଦିଆଗଲା ତୋପସଲାମୀ । ହଜାର ହଜାର ଲୋକଙ୍କ ଉପସ୍‌ତିତିରେ ଚାଲିଛି ଅନ୍ତ୍ୟେଷ୍ଟି କ୍ରିୟା ।

ଦେବାଶିଷଙ୍କୁ ଝୁରୁଛି ସତ୍ୟବାଦୀ, ଲୁହରେ ଭିଜୁଛି ଖଣ୍ଡାୟତ ସାହି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking