ଦେବାଶିଷଙ୍କୁ ଝୁରୁଛି ସତ୍ୟବାଦୀ, ଲୁହରେ ଭିଜୁଛି ଖଣ୍ଡାୟତ ସାହି

ଭୁବନେଶ୍ୱର: ଜନ୍ମମାଟିରେ ସହିଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ସତ୍ୟବାଦୀର ଖଣ୍ଡାୟତ  ସାହିରେ ପହଂଚିଲା ପାର୍ଥିବ ଶରୀର । ଗାଁରେ ହଜାର ହଜାର ଲୋକଙ୍କ ସହିଦଙ୍କୁ ଶେଷ ଦର୍ଶନ କରିଛନ୍ତି । ଗାଁ ଶ୍ମଶାନରେ ହେବ ସହିଦ ଦେବାଶିଷଙ୍କ ଶେଷକୃତ୍ୟ । ଆତଙ୍କୀଙ୍କ ଗୁଳି ବାରୁଦରେ ସେ ସହିଦ ହୋଇଥିବା ଖବର ଦେଇଥିଲେ ଉପରିସ୍ଥ ଅଫିସର । ଏବେ କାନ୍ଥରୁ ଲିଭିନଥିବା ଶୁଭ ପରିଣୟର ଚିତ୍ରକୁ ଦେଖି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ । ବାପ … Continue reading ଦେବାଶିଷଙ୍କୁ ଝୁରୁଛି ସତ୍ୟବାଦୀ, ଲୁହରେ ଭିଜୁଛି ଖଣ୍ଡାୟତ ସାହି