39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପୃଥକ ବାଇକ ଦୃର୍ଘଟଣାରେ ଜଣେ ମୃତ , ଜଣେ ଗୁରୁତର

ପୃଥକ ବାଇକ ଦୃର୍ଘଟଣାରେ ଜଣେ ମୃତ , ଜଣେ ଗୁରୁତର

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଧର୍ନୁଜୟପୁର ଓ ବିମଳା ଗାଁ ନିକଟରେ ପୃଥକ ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଖୁଣ୍ଟାପଡା ଗାଁର ଶୁକଦେବ ସାହୁ ଓ ଗୁରୁତର ଜଣଙ୍କ ହେଲେ ସିରିଗିଡା ଗାଁର ଅଜୟ ଦଳନାୟକ । ଗୁରୁତର ଅଜୟ ଦଳନାୟକ ଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଶୁକଦେବ ନିଜ ବାଇକକୁ ଏକ ନଳକୂପ ରେ ବାଡେଇ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଛି  ।  ଅଜୟ ଭାରସ୍ୟାମ ହରାଇ ଗଛରେ ବାଇକ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking