35.1 C
Bhubaneswar
Sunday, June 8, 2025
Homeଓଡିଶାରାପିଡୋ, ଓଲା, ଉବେର ନାଁରେ ଏତଲା

ରାପିଡୋ, ଓଲା, ଉବେର ନାଁରେ ଏତଲା

ଭୁବନେଶ୍ୱର: ରାପିଡୋ, ଓଲା ଓ ଉବେର ବିରୋଧରେ ଥାନାରେ ଏତଲା ହୋଇଥିବା ସୂଚନା ରହିଛି । ସହିଦନଗର ଥାନାରେତ୍ତଲା କଲେ ଆରଟିଓ ୧ ଅଧିକାରୀ । ଭୁବନେଶ୍ୱର ସହରରେ ବେଆଇନ ଗାଡି ଚଳାଇବା ଅଭିଯୋଗ । ଏଗ୍ରିଗେଟର ଲାଇସେନ୍ସ ନ କରି ଗାଡି ଚଳାଇବା ଅଭିଯୋଗ । ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଏତଲାରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking