30.1 C
Bhubaneswar
Wednesday, July 16, 2025
Homeଓଡିଶାମହାନଦୀରେ ନାବାଳିକା ନିଖୋଜ

ମହାନଦୀରେ ନାବାଳିକା ନିଖୋଜ

ବାଙ୍କୀ: ମହାନଦୀରେ ଭାସିଯାଇ ନାବାଳିକା ନିଖୋଜ ଥିବା ଖବର ସାମ୍ନାକୁ ଆସିଛି । ବଡ ବାପା ସହ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା । ବାଙ୍କୀ ଥାନା କଇଁମୁଣ୍ଡି ଗାଁରେ ଅଭାବନୀୟ ଘଟଣା ଘଟିଛି । ୪ ପୁତୁରା, ଝିଆରୀ ଏକାଠି ଗାଧୋଇଲା ବେଳେ ଘଟିଥିଲା ଏହି ଅଘଟଣ । ୩ ଜଣଙ୍କୁ ଉଦ୍ଧାର କଲେ ବଡ ବାପା, କିନ୍ତୁ ଆଉ ଜଣେ ଭାସିପଳାଇଥିବା ସୂଚନା ମିଳିଛି । ଉଦ୍ଧାର ୩ ଜଣ ବାଙ୍କୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ନିଖୋଜ ନାବାଳିକାକୁ ଅଗ୍ନିଶମ ବାହିନୀର ସହାୟତାରେ ଖୋଜାଖଓଜି ଚାଲିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ବିଳମ୍ବରେ ପହଞ୍ଚିବାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking