30 C
Bhubaneswar
Wednesday, July 8, 2026
Homeଓଡିଶାଯୁକ୍ତ ତିନି ନାମଲେଖା ପାଇଁ ସଂଶୋଧିତ ସୂଚୀ

ଯୁକ୍ତ ତିନି ନାମଲେଖା ପାଇଁ ସଂଶୋଧିତ ସୂଚୀ

ଭୁବନେଶ୍ୱର: ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ସଂଶୋଧିତ ଟାଇମଲାଇନ । ଆଜିଠୁ ୧୨ ତାରିଖ ଯାଏଁ ଚାହିଁଲେ ପୁଣିଥରେ ଚଏସ ଫିଲିଂ ସୁଯୋଗ ମିଳିବ । କେଜିରୁ ପିଜି ନାମଲେଖା ଘୋଷଣା ପରେ ସଂଶୋଧିତ ସୂଚୀ ପ୍ରକାଶ ପାଇଛି । ଯେଉଁମାନେ ଫେଜ- ୧ ନାମଲେଖା ପ୍ରକ୍ରିୟାରେ ସାମିଲ ଥିଲେ କରିପାରିବେ । ଓଟିପି ଭେରିଫିକେସନ ଜରିଆରେ ସଂଶୋଧିତ ସୁଯୋଗର ବ୍ୟବହାର କରିପାରିବେ । ସାମସ ପୋର୍ଟାଲରୁ ସବିଶେଷ ତଥ୍ୟ ସଂଗ୍ରହ ନେଇ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି । ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଜୁଲାଇ ୨୦ରେ ପ୍ରକାଶ ପାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking