25.1 C
Bhubaneswar
Wednesday, March 11, 2026
Homeଓଡିଶାସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଚିଠି

ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଚିଠି

ପୁରୀ: ଶ୍ରୀମନ୍ଦିର ଓ ଶ୍ରୀଗିଣ୍ଡିଚା ମନ୍ଦିର ଚାରିପାଖେ କୋଠାବାଡି ପାଇଁ ହେଉ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ । ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଚିଠି ଲେଖିଛନ୍ତି । କୋଠାବାଡିର ଉଚ୍ଚତା ଧାର୍ଯ୍ୟ କରାଯାଉ, କୋଠାର ସମ୍ମୁଖଭାଗକୁ କଳିଙ୍ଗ ସ୍ଥାପତ୍ୟ ଢାଞ୍ଚାରେ କରାଯାଉ, ନାମଫଳକ ଏବଂ ବିଜ୍ଞାପନ ଉପରେ ହେଉ କଟକଣା ବ୍ୟବସ୍ଥା, ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରଖାଯାଉ, ଖାଲି ସ୍ଥାନ ବ୍ୟବହାର ନେଇ ନୀତିରେ ବିଚାର କରାଯାଉ ଇତ୍ୟାଦି ପ୍ରସଙ୍ଗରେ ଚିଠି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ସରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking