27.1 C
Bhubaneswar
Sunday, July 13, 2025
Homeଓଡିଶାବିଦ୍ୟୁତ ନେଲା ୩ ଜୀବନ

ବିଦ୍ୟୁତ ନେଲା ୩ ଜୀବନ

ସୋର: ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଜଣେ, ଭଦ୍ରକ ମେଡିକାଲରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଅଘଟଣ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking