36.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗରାମଚନ୍ଦ୍ର ବେହେରାଙ୍କୁ ଅତିବଡୀ

ରାମଚନ୍ଦ୍ର ବେହେରାଙ୍କୁ ଅତିବଡୀ

ଭୁବନେଶ୍ୱର: କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର । ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ହେଉଛି ଅତିବଡୀ । ଅତିବଡୀ ସହ ୧୫ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବ । ଦେବେନ୍ଦ୍ର ଦାସ, ଗିରିଜା ଶର୍ମା, ଅଶୋକ ପଟ୍ଟନାୟକ ସମ୍ବର୍ଦ୍ଧିତ ହେବେ । ବାବାଜୀ ପଟ୍ଟନାୟକ, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ସ୍ୱରାଜ୍ୟଲକ୍ଷ୍ମୀ , କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ୱରୀ ମିଶ୍ର, ରାଧାବିନୋଦ ନାୟକ, ମହେଶ୍ୱର ମୂଳିଆ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର ହେବେ ସମ୍ବର୍ଦ୍ଧିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking