38.1 C
Bhubaneswar
Friday, April 26, 2024
Homeକମନୱେଲଥ ଗେମ୍ସରାଜ୍ୟଗାଷ୍ଠୀ କ୍ରୀଡା-୨୦୨୨ : ଟେବୁଲ ଟେନିସ୍‌ରେ ଭାରତକୁ ସ୍ୱର୍ଣ୍ଣ

ରାଜ୍ୟଗାଷ୍ଠୀ କ୍ରୀଡା-୨୦୨୨ : ଟେବୁଲ ଟେନିସ୍‌ରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ରାଜ୍ୟଗାଷ୍ଠୀ କ୍ରୀଡା ଟେବୁଲ୍ ଟେନିସ୍‌ରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ସିଙ୍ଗାପୁରକୁ ୩-୧ରେ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଟିମ୍ ଦଳ । କମନୱେଲଥ୍ ଗେମ୍ସ ୨୦୨୨ ରେ ଭାରତର ଏହା ପଞ୍ଚମ ସ୍ୱର୍ଣ୍ଣ ପଦକ ।

ଭାରୋତ୍ତଳରେ ଭାରତକୁ ପୁଣି ପଦକ
ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତଳରେ ଭାରତକୁ ପୁଣି ପଦକ ମିଳିଛି । ୯୬କେଜି ବର୍ଗରେ ରୋପ୍ୟ ପଦକ ଜିତିଲେ ବିକାଶ ଠାକୁର । ସ୍ନାଚ୍‌ରେ ୧୫୫ କ୍ଲିନ୍ ଆଣ୍ଡ ଜର୍କରେ ୧୯୧ କେଜି ଉଠାଇଲେ । ମୋଟ୍ ୩୪୬ କେଜି ଉଠାଇ ବିକାଶ ଜିତିଲେ ରୌପ୍ୟ ପଦକ । ଏହି ଭଳି ଭାରତକୁ କମନୱେଲଥ ଗେମ୍ସ ୨୦୨୨ ରେ ଏପର୍ଯ୍ୟନ୍ତ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୩ ବ୍ରୋଞ୍ଜ ମେଡାଲ ମିଳିଛି ।

ଇତିହାସ ରଚିଲା ଭାରତ, ଲନ୍‌ ବଲ୍‌ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking