ଇତିହାସ ରଚିଲା ଭାରତ, ଲନ୍‌ ବଲ୍‌ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ

ବର୍ମିଂହାମ : ଲନ୍‌ ବଲ୍‌ ଇଭେଣ୍ଟରେ ଇତିହାସ ରଚିଲା ଭାରତ । ମହିଳା ବିଭାଗ ରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ । ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ ପଏଣ୍ଟରେ ମାତ୍‌ ଦେଇଛି ଭାରତ । ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହାତେଇଛି ଭାରତ । ପ୍ରଥମ ରାଉଣ୍ଡରୁ ଲଗାତାର ଭାବରେ ଦକ୍ଷିଣ ଆଫ୍ରିକାଠାରୁ ଲିଡ୍‌ରେ ରହୁଥିଲେ ଭାରତୀୟ ଦଳ । କେବଳ ଦଶମ ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ୮-୧୦ ଲିଡ୍‌ … Continue reading ଇତିହାସ ରଚିଲା ଭାରତ, ଲନ୍‌ ବଲ୍‌ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ