39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶରାହୁଲଙ୍କ ଅଫିସରେ ଭଙ୍ଗାରୁଜା ଘଟଣା: ୧୯ ଏସ୍‌ଏଫ୍‌ଆଇ କର୍ମୀ ଗିରଫ

ରାହୁଲଙ୍କ ଅଫିସରେ ଭଙ୍ଗାରୁଜା ଘଟଣା: ୧୯ ଏସ୍‌ଏଫ୍‌ଆଇ କର୍ମୀ ଗିରଫ

ଥିରୁଅନନ୍ତପୁରମ: କେରଳର ୱାୟନାଡ୍ ସହରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଘଟିଥିବା ଭଙ୍ଗାରୁଜା ଘଟଣାରେ ପୁଲିସ ଶନିବାର ଏସ୍‌କଏଫ୍‌ଆଇ (ଷ୍ଟୁଡେଣ୍ଟ୍‌ସ ଫେଡେରେସନ ଅଫ୍ ଇଣ୍ଡିଆ)ର ୧୯ ଜଣ କର୍ମୀଙ୍କୁ ଶନିବାର ଗିରଫ କରିଛି । ଏସ୍‌ଏଫ୍‌ଆଇ ହେଉଛି ସିପିଏମ୍‌ର ଛାତ୍ର ସଂଗଠନ ।

ଆଗାମୀ ଦିନରେ ଆଉ କେତେକଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସ୍ଥାନୀୟ କୋର୍ଟରେ ହାଜର କରାଯିବାପରେ ବିଚାରପତି ସବୁ ଅଭିଯୁକ୍ତଙ୍କୁ ଦୁଇ ସପ୍ତାହ ପୁଲିସ ହାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେରଳ ସରକାର ଜଣେ ଅତିକରିକ୍ତ ଡିଜି ପାହ୍ୟା ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking