27.1 C
Bhubaneswar
Thursday, November 26, 2026
Homeଓଡିଶାଗୃହରେ ପ୍ରଶ୍ନକାଳ ସ୍ୱାଭାବିକ

ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ୨୦୨୬-୨୭ ପ୍ରଥମ ଅତିରିକ୍ତ ବଜେଟ ନେଇ ଆଲୋଚନା କରାଯାଇଛି । ଖଣି ଇସ୍ପାତ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଶ୍ନକାଳରେ ୬ ବିଭାଗର ପ୍ରଶ୍ନକୁ ନେଇ ଆଲୋଚନା କରାଯାଉଛି । ଚଳିତ ଶୀତକାଳିନ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking