26.1 C
Bhubaneswar
Sunday, November 22, 2026
Homeଓଡିଶାଗଞ୍ଜାମରେ ବନ୍ୟା ସ୍ଥିତି ନାହିଁ: ଇଆଇସି

ଗଞ୍ଜାମରେ ବନ୍ୟା ସ୍ଥିତି ନାହିଁ: ଇଆଇସି

ଭୁବନେଶ୍ୱର: ଗଞ୍ଜାମରେ ବନ୍ୟା ସ୍ଥିତି ନାହିଁ ସ୍ପଷ୍ଟ କଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ବାତ୍ୟା ଜନିତ ବର୍ଷାରେ ଋଷିକୂଲ୍ୟାରେ ଜଳସ୍ତର ବିପଦ ସଂକେତ ଟପିନି । ପୁରୁଷୋତ୍ତମପୁର ଠାରେ ବିପଦ ସଂକେତ ୧୬.୮୫ ମି. ଟପିନି ଜଳସ୍ତର । ବାଘୁଆ ଓ ଧନେଇ ପାଇଁ କିଛି ଅଞ୍ଚଳ କିଛି ସମୟ ପାଇଁ ଜଳମଗ୍ନ ହୋଇଥିଲା । ଏବେ ଗଞ୍ଜାମରେ କୌଣସି ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ନାହିଁ । ବାତ୍ୟାର ପ୍ରକୋପ କମିଛି , ଉତ୍ତର ଓଡିଶାରେ ମଧ୍ୟ ବନ୍ୟା ଆଶଙ୍କା ନାହିଁ । ଜଗତସିଂହପୁର ଓ ପୁରୀରେ ବର୍ଷା ପାଇଁ ଅନେକ ଧାନ ଫସଲ ନଷ୍ଟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking