29.1 C
Bhubaneswar
Wednesday, May 8, 2024
Homeଓଡିଶାଜଗନ୍ନାଥ ଲେଙ୍କାଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଜଗନ୍ନାଥ ଲେଙ୍କାଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ହୋଇଛନ୍ତି ପ୍ରଫେସର ଜଗନ୍ନାଥ ଲେଙ୍କା । ଜଗନ୍ନାଥ ଲେଙ୍କାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଓଡ଼ିଶା ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ ଜଗନ୍ନାଥ ।
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ୧୯୯୨ ମସିହାରେ ଗ୍ରୁପ୍ ସି ପଦବୀରେ ନିଯୁକ୍ତି କରେଇଥାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking