33.1 C
Bhubaneswar
Friday, April 26, 2024
Homeଓଡିଶାକଟକରେ ନର୍ସିଂ ହୋମ୍ ସିଲ୍‌

କଟକରେ ନର୍ସିଂ ହୋମ୍ ସିଲ୍‌

କଟକ: ମହାମାରୀ କରୋନାର ତାଣ୍ଡବ ଏବେ ଉଗ୍ର ରୂପ ନେଉଥିବା ବେଳେ ବିଭିନ୍ନ ଘରୋଇ ହସ୍ପିଟାଲ ବେଶିମାତ୍ରାରେ କୋଭିଡ କଟକଣା ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ସେଥିପାଇଁ ଏବେ ସମସ୍ତ ଜିଲ୍ଲାରେ ଥିବା ଘରୋଇ ହସ୍ପିଟାଲ ହେଉ କି ନର୍ସିଂ ହୋମ୍ ଉପରେ ମିଳିତ ଭାବେ ଚଢଉ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କଟକରେ ଏକ ଘରୋଇ ନର୍ସିଂ ହୋମ ଉପରେ ଚଢାଉ କରାଯାଇ ସିଲ୍ କରାଯାଇଛି । ଚାଉଳିଆଗଞ୍ଜ ଅଂଚଳର ଏକ ଘରୋଇ ନର୍ସିଂ ହୋମକୁ ସିଏମସି ପକ୍ଷରୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ହସ୍ପିଟାଲରେ ୬ ଜଣ କରୋନା ପଜେଟିଭ ଚିହ୍ନଟ ହେବା ପରେ ସିଏମସି ଏହି ପଦକ୍ଷେପ ନେଇଛି ।

ଖାଉଟି ଦ୍ରବ୍ୟର ମୂଲ୍ୟ ଅହେତୁକ ବୃଦ୍ଧି, ଗ୍ରାହକ ଚିନ୍ତାରେ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking