ଖାଉଟି ଦ୍ରବ୍ୟର ମୂଲ୍ୟ ଅହେତୁକ ବୃଦ୍ଧି, ଗ୍ରାହକ ଚିନ୍ତାରେ

ରାଉରକେଲା : ସଭିଙ୍କୁ ଘାରିଛି କରୋନା ଚିନ୍ତା! ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ରାଜ୍ୟ ସମେତ ବିଭିନ୍ନ ପୁରପଲୀରେ କାୟାବିସ୍ତାର କରି ଚାଲିଥିବା ବେଳେ, ଅପରପକ୍ଷରେ ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବା ଗରିବ,ମଧ୍ୟବିତ ପରିବାରର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । କରୋନାକୁ ପ୍ରତିହିତ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ତ୍ୱରିତ ପଦକ୍ଷେପ ଯେପରି ଲକ୍ ଡାଉନ, ସଟଡାଉନ, ୧୪୪ ଧାରା ଜାରି କରାଯାଇ କରୋନା କଟକଣା ଗାଇଡ଼ଲାଇନ ଜାରି ରହିଛି । … Continue reading ଖାଉଟି ଦ୍ରବ୍ୟର ମୂଲ୍ୟ ଅହେତୁକ ବୃଦ୍ଧି, ଗ୍ରାହକ ଚିନ୍ତାରେ