28.1 C
Bhubaneswar
Friday, March 29, 2024
Homeଓଡିଶାନାଚିବା ମହଙ୍ଗା ପଡିଲା, ବର ସମେତ ୫ ଗିରଫ

ନାଚିବା ମହଙ୍ଗା ପଡିଲା, ବର ସମେତ ୫ ଗିରଫ

ଭୁବନେଶ୍ୱର: ବାହାଘର ଶୋଭାଯାତ୍ରାରେ କରୋନା କଟକଣା ଉଲ୍ଲଂଘନ ଘଟଣାରେ ବାହାଘ୍ର ଆୟୋଜିତ ଗୋପାଳପୁରର ହୋଟେଲ ମେ’ ଫେୟାର ସିଲ୍ ହୋଇଛି । ହୋଟେଲକୁ ୭ ଦିନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ସୂଚନା ମିଳିଛି । ତେବେ ହୋଟେଲ ସିଲ୍ ସହ ୫ ଜଣଙ୍କୁ ଗୋପାଳପୁର ପୋଲିସ ଗିରଫ ମଧ୍ୟ କରିଥିବା ସୂଚନା ମିଳିଛି । ନିଜେ ବର ସହ ବାପା, ବଡବାପା ଓ ୨ ଦାଦା ଗିରଫ ହୋଇଛନ୍ତି । ପୂର୍ବରୁ ଏହି ହୋଟେଲରେ ବିବାହ ଆୟୋଜନ ହୋଇଥିବାରୁ ୫୦ ହଜାର ଜରିମାନା ସହ ଏବେ ଏହାକୁ ସାତ ଦିନ ପାଇଁ ପ୍ରଶାସନ ସିଲ୍ କରିଛି ।

ଖାଉଟି ଦ୍ରବ୍ୟର ମୂଲ୍ୟ ଅହେତୁକ ବୃଦ୍ଧି, ଗ୍ରାହକ ଚିନ୍ତାରେ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking