28.4 C
Bhubaneswar
Tuesday, June 23, 2026
Homeଓଡିଶାଉତ୍ତମଙ୍କ ଦେହାନ୍ତ ଖବର ଶୁଣି ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଉତ୍ତମଙ୍କ ଦେହାନ୍ତ ଖବର ଶୁଣି ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଉତ୍ତମଙ୍କ ଦେହାନ୍ତ ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । କହିଛନ୍ତି ଅଂସଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ ଉତ୍ତମ । ଓଡିଆ ଫିଲ୍ମର ବିକାଶ କ୍ଷେତ୍ରରେ ଅବଦାନ ସ୍ମରଣୀୟ ରହିଛି । ସେ ଜଣେ ମିଷ୍ଟଭାଷୀ, ଅମାୟିକ , ଭଦ୍ରବ୍ୟକ୍ତି ଥିଲେ । ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ ଉତ୍ତମ । ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking