36.1 C
Bhubaneswar
Thursday, May 2, 2024
Homeଓଡିଶାପ୍ରଶାନ୍ତ ଜଗଦ୍ଦେବ କୋର୍ଟରେ ହାଜର

ପ୍ରଶାନ୍ତ ଜଗଦ୍ଦେବ କୋର୍ଟରେ ହାଜର

ଭୁବନେଶ୍ୱର : ପ୍ରଶାନ୍ତ ଜଗଦ୍ଦେବ କୋର୍ଟରେ ହାଜର । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଏଡିଜେ କୋର୍ଟରେ ହାଜାର । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ସହ ଜାମିନ୍ ଆବେଦନ । ବିଧାୟକଙ୍କ ନା’ରେ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଗତମାସ ୮ ତାରିଖରେ ବାଲୁଘାଁ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା । ୫ରେ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ୍ ଆବେଦନ ଅଗ୍ରାହ୍ୟ କରିଦେଇଥିଲେ । ଜାମିନ୍ ଅଗ୍ରାହ୍ୟ ସହ ତଳକୋର୍ଟ ଆବେଦନ ଲାଗି ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking