ଭୁବନେଶ୍ୱର: ପିସିସି ସଭାପତିଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । କଂଗ୍ରେସ ବରିଷ୍ଠ ନେତାଙ୍କ ପରେ କନିଷ୍ଠ ନେତା ବିରୋଧ କରିଛନ୍ତି । ଶୁଭେନ୍ଦୁ ମଲ୍ଲିକ ଓ ସଂଗ୍ରାମ ମାଝୀ ବିରୋଧ କରିଛନ୍ତି । ଏଭଳି ମନ୍ତବ୍ୟ ଦେବା ପିସିସି ସଭାପତିଙ୍କୁ ଶୋଭା ପାଉନି । ଯଦି ସଭାପତି ବିଭୀଷଣ କଥା ଉଠାଉଛନ୍ତି , ରାବଣ କିଏ କୁହନ୍ତୁ । କାହାକୁ ଧମକ ଦେବା , ଡରାଇବା କଂଗ୍ରେସର କଲଚର ନୁହେଁ ।










