26.1 C
Bhubaneswar
Saturday, November 28, 2026
Homeଓଡିଶାଟ୍ରକ ଧକ୍କାରେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ପତିତପାବନ ମହାବିଦ୍ୟାଳୟ ସମ୍ମୁଖରେ ଟ୍ରକ ଧକ୍କାରେ ଯୁକ୍ତଦୁଇ ଛାତ୍ର ହିତେଶ ସାହୁ(୧୬)ଙ୍କ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ୫୫ ନଂ ଜାତୀୟ ରାଜପଥରେ ରାସ୍ତାରୋକ ଆନ୍ଦୋଳନ ଚଳେଇଛନ୍ତି।ମୃତ ଛାତ୍ର ହିତେଶଙ୍କ ଘର ଜରପଡା ଥାନା ତୁକୁଡ଼ା ଗ୍ରାମରେ। ମହାବିଦ୍ୟାଳୟରୁ କ୍ଲାସ ସାରି ସାଇକେଲରେ ଘରକୁ ଯିବାକୁ ଜାତୀୟ ରାଜପଥ ପାର ହେଉଥିବା ବେଳେ ସମ୍ବଲପୁର ପଟୁ ଅନୁଗୋଳ ଆଡକୁ ଯାଉଥିବା ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଛାତ୍ର ହିତେଶ ମୃତ୍ୟୁବରଣ କରିଛନ୍ତି। ପୁଲିସ ପହଞ୍ଚି ଟ୍ରକ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking