26.1 C
Bhubaneswar
Saturday, November 28, 2026
Homeଓଡିଶାକଟକରେ ଧସିଲା ରାସ୍ତା: ଯାତାୟାତ ଠପ୍

କଟକରେ ଧସିଲା ରାସ୍ତା: ଯାତାୟାତ ଠପ୍

କଟକ:କଟକରେ ଦବିଗଲା ରାସ୍ତା। ଚାଉଳିଆଗଞ୍ଜରୁ ମହାନଦୀ ବିହାରରୁ ସଂଯୋଗ କରୁଥିବା ଅପର୍ଣ୍ଣା ନଗର ଜଗନ୍ନାଥ ବିହାର ନିକଟରେ କଂକ୍ରିଟ୍ ରାସ୍ତା ଧସିଯାଇଛି।  ରାସ୍ତାଟି ହଠାତ୍ ୮ରୁ ୧୦ ଫୁଟ୍ ତଳକୁ ଦବି ଯାଇଛି। ଫଳରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାସ୍ତା ଦବିବା ପରେ ଯାତାୟାତକୁ ନେଇ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ। ତେବେ କେଉଁ କାରଣରୁ ଏତେ ବଡ ରାସ୍ତା ଧସିଲା, ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ଜାଇକା ପକ୍ଷରୁ ନିର୍ମିତ ରାସ୍ତାର ଏଭଳି ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ମାଣ କାମର ମାନ ଏବଂ ତଦାରଖକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking