39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର: ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଂଚାୟତ ରେ ଭାରତୀୟ ଜନତାପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ୭୦ ତମ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟିର ବିଧାୟକ ପାର୍ଥି ଶ୍ରୀଯୁକ୍ତ ଡ଼କ୍ଟର ପ୍ରଦୀପବଳ ସାମନ୍ତ ଓ ଯୁବସଭାପତି ବିଶ୍ଵଜିତ ରାଜ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଉଦେଶ୍ୟ ରେ ବୃକ୍ଷ ରୋପଣ କରିଥିଲେ ଓ ପଙ୍କପାଳ ର ହିମାଂଶୁ ପୃଷ୍ଟି ମିଟିକା ଜେନା ଆୟୋଜନ କରିଥିଲେ ! ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ସମସ୍ତ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରିଥିଲେ। ଏଥିସହିତ ଦଳ ର ବହୁତ ହିତ କାମ ପାଇଁ ମଧ୍ୟ ପ୍ରଦୀପ ବଳ ସାମନ୍ତ ସମସ୍ତ କର୍ମୀ ମାନଂକୁ ନେଇ ଯୋଗଦାନ କରିଥିଲେ ।
କହିଥିଲେ ଯେ ସବୁବେଳେ ଆମ ଭାରତର ଓ ସାରା ବିଶ୍ୱରେ ଏକ ନମ୍ବର ପ୍ରଧାନମନ୍ତ୍ରୀ ରେ ସ୍ଥାନ ପାଇ ଛନ୍ତି ନରେନ୍ଦ୍ର ମୋଦି ବୋଲି କହି ଥିଲେ ପ୍ରଦୀପ ବଳ ସାମନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking