30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ

ନୂଆଦିଲ୍ଲୀ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ । ବିମାନରେ ଯାତ୍ରା କରୁଥିବା ସାଂସଦ ସଞ୍ଜୟ ସିଂ ଟ୍ୱିଟ୍ କରି ଏହା କହିଛନ୍ତି । ଆଜି ଭୁବନେଶ୍ୱରରେ ଏୟାର ଭିଷ୍ଟାରା ବିମାନ ଅବତରଣ କରିବା ସମୟରେ ଲୋକଙ୍କ ହୃଦୟ କମ୍ପିତ ହୋଇଥିଲା । ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ।

ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ କରିଛନ୍ତି ଯେ ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏକ ଭିଷ୍ଟାରା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରୁ ରକ୍ଷା ପାଇଛି। ସୂଚନା ଅନୁସାରେ ସକାଳ ୭ ଟାରେ ଦିଲ୍ଲୀ ଛାଡିଥିବା ବିମାନ ସକାଳ ଦୁଇ ଘଣ୍ଟା ବିଳମ୍ବରେ ଭୁବନେଶ୍ୱରରେ ପହଞ୍ଚିଛି । ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking